Category: ନ।ନ।ବ।ୟ।

କି ଲେଖା ଲେଖିବି ମାମା

କି ଲେଖା ଲେଖିବି ମାମା ରେ ତୋ ପାଇଁ ଶୋଇ ଯିବୁ ତୁ ଧନ, ଲେଖୁଛି କାଟୁଚି ଚିରୁଛି କାଗଜ଼ ମାନୁନି ମୋହର ମନ । କଣ ଶୁଣିଲେ ଖୁଶି ହବୁ ତୁଇ ଜାଣି ପାରିନି ରେ ମାମା, ଖେଳନା ଦେଖିଲେ ଖୁଶି ହବୁ ଯଦି କିଣି ଦେଵି...

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ, ଗାଆଁ ଚହାଳୀର ଚାଟ ସିଏ । ଚେହେରାଟି ତାର ଡଉଲ ଡାଉଲ, ପାଠରେ ତାହାର ସରି କିଏ ? ଛାଡ଼ି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠ ପଢ଼ି । ବାଟେ ଯାଉଯାଉ ଖସିଗଲା ଗୋଡ଼ ମୁଁହ ମାଡି ତଳେ ଗଲା...

ବର୍ଷା

ଏବେ ଗ୍ରୀଷମ କାଳ ଗଲା । ବରଷା ଋତୁ ପ୍ରକାଶିଲା । ସକଳ ଋତୁଙ୍କର ସାର । ଶସ୍ୟ ସମ୍ପଦ ମଞ୍ଚ ପୁର । ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି ଶବଦ ସଙ୍ଗତେ । ଭୂମି, ସାଗର, ଶୂନ୍ୟେ ବ୍ୟାପି । ନୀଳ ଜୀମୂତ ବିଶ୍ବରୂପୀ...

ଆଜ ଏକି ଗୁମାନରେ

ଆଜ ଏ କି ଗୁମାନରେ (ଚନ୍ଦ୍ରାନନା) ଦେଖି ନାହିଁ ସ୍ବପନରେ  ||ପଦ|| ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ- କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି! ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ, ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ, ଦାରୁଣ ସ୍ମର ରାଣ,...