Tagged: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ବୁଢ଼ାଶଙ୍ଖାରି

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ...

ଜୀବନ ସଙ୍ଗୀତ

ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ, ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ, ସବୁଥିରୁ କରି ନିଃସ୍ବ ଶିଖାଇ ଦେଇଛ ଆପଣାର ବୋଲି ମଣିବାକୁ ସାରା ବିଶ୍ବ; ଅଭାଗା ହାତରେ ଅମୂଲ୍ୟ ସମ୍ପଦ ଆପେ ଦେଇଅଛ ବଢ଼ାଇ |...

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳଜନନୀ, ଚାରୁ-ହାସମୟୀ ଚାରୁ-ଭାଷମୟୀ, ଜନନୀ, ଜନନୀ, ଜନନୀ॥ ପୂତ-ପୟୋଧି-ବିଧୌତ ଶରୀରା, ତାଳ-ତମାଳ ସୁଶୋଭିତ ତୀରା, ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥ ଘନ-ଘନ-ବନଭୂମି ରାଜିତ ଅଙ୍ଗେ, ନୀଳ-ଭୂଧର-ମାଳା ସାଜି ତରଙ୍ଗେ, କଳକଳ-ମୁଖରିତ ଚାରୁ-ବିହଙ୍ଗେ, ଜନନୀ, ଜନନୀ, ଜନନୀ॥ ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,...