
ଶ୍ରୀ ରବିନାରାୟଣ ମହାପାତ୍ର
ସାମାଜିକ ପରିବର୍ତନରେ ଓଡ଼ିଆ ଭାଷାର ଗୁରୁତ୍ୱକୁ ଦେଖି ୧୯୬୦ ମସିହାରେ ଶ୍ରୀ ରବିନାରାୟଣ ମହାପାତ୍ର (୧୯୩୫ – ୨୦୧୨) ସାହିତ୍ୟ ସଂସଦ ସ୍ଥାପନା କରିଥିଲେ ।
କବିତା:
ସୁରଭି
ବିଂଶ ଶତାବ୍ଦୀ
କ୍ଷୁଦ୍ରଗଳ୍ପ:
ବସନ୍ତର ମୋହ
ମହାରାଜା
ନାଟକ
କସ୍ତୁରୀ
ଜୀବନ ଦାସ
ନାଗରିକ
ଅବିନାଶ
ପ୍ରବନ୍ଧ:
ଅନୁଚିନ୍ତା
ଅନୁପମା
ଧର୍ମ ନିରପେକ୍ଷତା
ଶିଶୁ ସାହିତ୍ୟ:
ବିର ବଲ୍ କାହାଣୀ
ସାନ ପିଲାଙ୍କ କାହାଣୀ