ଘୋଷଣାନାମା

ଏହି ସାଇଟ୍ ରେ ପ୍ରକାଶିତ ଲେଖା ପଠାଇଥିବା ଲେଖକ ଙ୍କ ବ୍ୟକ୍ତିଗତ ମତ ଏବଂ ସମସ୍ତ ଲେଖକ ଦାବି କରନ୍ତି ଯେ ଏହା ସେମାନଙ୍କର ନିଜସ୍ୱ ଲିଖନ ଏବଂ ଆମେ ସେଇ ବିଶ୍ୱାସ ରେ ଲେଖାକୁ ପ୍ରକାଶିତ କରିଥାଉ। ଏଥିରେ ଯଦି କିଛି ତୃଟି ବିଚ୍ୟୁତି (ଅଜ୍ଞାତରେ କିମ୍ବା ଅନିଚ୍ଛାକୃତ ଭାବେ) ପରିଲିକ୍ଷିତ ହୁଏ, ସେଥିପାଇଁ ଆମର ପରିଚାଳନା କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।

ଏ ପରିପ୍ରେକ୍ଷୀରେ ତଥ୍ୟ ଯୋଗାଇଥିବା ଲେଖକ ହିଁ ଆପଣା ଲେଖାପାଇଁ ଦାୟୀ ରହିବେ । ଏଣୁ ଆବଶ୍ୟକ ହେଲେ ପ୍ରଦତ୍ତ ତଥ୍ୟର ସତ୍ୟତା ସମ୍ପର୍କରେ ଯାଞ୍ଚ କରିବା ପାଠକମାନଙ୍କର ବ୍ୟକ୍ତିଗତ ଦାୟିତ୍ବରେ ଛାଡିଦେଇଛୁ।

ଯଦି ସାଇଟ୍ ରେ ପ୍ରକାଶିତ କୌଣସି ତଥ୍ୟକୁ ଆଧାର କରି ଯଦି କାହାର କିଛି , ତେବେ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ହେବେ ନାହିଁ ।

ଯଦି ଆପଣ ଦେଖନ୍ତି ଯେ ବିଷଯ଼ବସ୍ତୁ ଆପଣଙ୍କ ଅଧିକାରରେ ଅଛି ଏବଂ ଏହାକୁ ଆମ ୱେବ୍ସାଇଟରୁ ହଟାଇବା ପାଇଁ ଆପଣ ଚାହୁଁଛନ୍ତି ଦଯ଼ାକରି ଆମକୁ ଯୋଗାଯୋଗ କରନ୍ତୁ ।