Category: ଗଳ୍ପ

ସଜନା– ସମ୍ପର୍କର ଡୋର

ଅନିତା ଆଜି ଖୁସିରେ ଉଛୁଳୁଛନ୍ତି। କାରଣଟା କ’ଣ କି ଅନିତାଙ୍କ ଭାଇ ଫୋନ୍ କରି କହିଲେ, “ଆରେ ଅନି ! କେବେଠାରୁ ତ ଘରକୁ ଆସିନାହୁଁ, ଆସେ ୪-୫ ଦିନ ରହି ବୁଲାବୁଲି କରି ଯିବୁ। କାହିଁ କେତେ ଦିନ ହେଲାଣି ବାପଘରକୁ ବି ସେ ଯାଇନାହାନ୍ତି।...

ଡାକ ମୁନ୍‌ସି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି। ଭଲରୂପେ କର୍ମ କରିବାରୁ ପ୍ରମୋଶନ...

ବୁଢ଼ାଶଙ୍ଖାରି

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ...