ଶ୍ରୀ ପ୍ରିୟରଞ୍ଜନ ସାହୁ

ଶ୍ରୀ ପ୍ରିୟରଞ୍ଜନ ସାହୁ

ଶ୍ରୀ ପ୍ରିୟରଞ୍ଜନ ସାହୁ, ଜଣେ ଉଦୀୟମାନ କବି ଓ ଗଳ୍ପ ଲେଖକ.

ନିଜର ବୃତ୍ତିଗତ ଶିକ୍ଷା ସହ ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ବହୁତ ଆଗ୍ରହ । ନିଜର ପ୍ରତିଟି ରଚନାରେ ଓଡ଼ିଆର ମହନୀୟତା, ଓଡ଼ିଶାର ଗାଥା-ଗୌରବ ଭରିଦେବାକୁ ଶତଚେଷ୍ଟିତ ଓ ପ୍ରୟାସରତ ।

କବିତା :-
ରକ୍ଷାବନ୍ଧନ-ସେନେହ ସ୍ପନ୍ଦନ
ଦୁନିଆଁ ତ' ଇଏ
ଭୋଦୁଅଁ-ଆମ ପରବ ସମ୍ଭାର
ସତେ କେତେ ଅଲୋଡ଼ା ମୁଁ

କ୍ଷୁଦ୍ରଗଳ୍ପ :-
ମହାନାୟକର ମହାଯାତ୍ରା