Category: ଆଧୁନିକ

ଏକତା

ଦିନ ଥିଲା ଏମିତି ଗୋଟେସୁନା ର ଭାରତ କହୁଥିଲେ ସଭେଯାହା ର ମାଟି ପାଣି ପବନରେ ସ୍ବାଧୀନତା ରେ ଝୁମୁ ଥିଲେ ସଭେ….ନଜର ପଡ଼ିଲା କିଛି ଇଂରେଜ ମାନଙ୍କରଧନ ସମ୍ପତ୍ତି ନେଇ କଲେ ଆମ ଉପରେ ଅତ୍ୟାଚାରଗାଳି କଲେ, ମାରିଲେ, ଫାଶି ରେ ଝୁଲେଇ ଦୁଇଶହ ବର୍ଷ...

ଅନୁଚିନ୍ତା

ଛେଳି କୁ କୁକୁର କହିଲେ ସଭିଏଁ, ଛେଳି ତ ଛେଳି ହିଁ ରହିବ। ଅସଲି ସୁନା କୁ ନକଲି କହିଲେ, ବଣିଆ ତାହାକୁ ଚିନ୍ହିବ । ଗୁଣି ଲୋକଙ୍କର ନିନ୍ଦା ଗାନ କଲେ, କି ଲାଭ ଆମେ ତ ପାଇବା । ଧନ ମାନ ଯଶ ପାଇଛେ...

ଫେରି ଚାଲ ବନ୍ଧୁ

ତୁମେ ଚାଲ ବନ୍ଧୁ ପକ୍କା ରାସ୍ତା ରେ ମୁଁ ମରାମତି କରେ ତାରତୁମେ ରୁହ ବନ୍ଧୁ ନିରାପଦ ଘରେ ମୁଁ ଯେ ମୂଳ ଦୁଆ ତାର । ମୋର ଛାତି ଶହେ ହାଡ ଭଙ୍ଗ ଶୀତ ପିଠି ଖାଉଥାଏ ଖରା ମନେ ନାହିଁ ମୋର ଇର୍ଷା ବା...

ଗାଁ ଡାକୁଛି ଆସ

ନଭଶ୍ଚୁମ୍ଭି, ଚାକଚକ୍ୟ ଦେଇଛି ଜୀବିକାର ମନ୍ତ୍ରହରଣ କରିନେଇଛି ଜୀବନୀୟ ହୃଦୟ ତନ୍ତ୍ରମିଥ୍ୟା-ଦଙ୍ଗା ରାହାଜାନୀର କୁରୁସଭା ଇଏନିରୀହ ଜୀବନ ‘କୃଷ୍ଣା’ ନିତି ଲାଞ୍ଛିତା ହୁଏ ।ଭୁରି ଭୋଜନରେ ପୂରେନା ଉଦରଖାଲି ଅର୍ଥାଗମରେ ସଦା ତତ୍ପର….ଭୁଲି ଅଳିକ ଜୀବନର ବ୍ୟବହାରନିରସ ଏଠି ପାର୍ବଣ..ବାସ୍, କେବଳ କୋଳାହଳ-ଦୂଷିତ ବାତାବରଣ….ଅଗଣିତ ଯମଦ୍ୱାର ଏଠିମରୀଚିକାର...

ଉପକଥା

ମୋତେ ଥରୁଟେ ନିଜର କରି ଦେଖ ମୁଁ କେତେ ବିଭୋର, ଉଦ୍ ଭ୍ରାନ୍ତ ଓ ଅସଞ୍ଜତ ତୁମ ଉପପଦର ଆହ୍ବାନରେ! ତୁମ ସନ୍ତର୍ପଣର ସାନିଧ୍ୟ , ଶଙ୍କାଗ୍ରସ୍ତ ସଲଗ୍ନତା ମୋତେ ମୋ ଭିତରୁ କାଢିନେଇ ବୋଧେ ନୂଆ ଏକ ପୁୃଥିବୀ ଗଢିବ ଗଢିବ ହେଲାଣି ତୁମ ଆଉ...

କରଇ ଏବେ ପ୍ରଣତି

ଓଡିଶା ଦେଶରେ           କବି ଆମଦାନୀ ଫସଲ ହେଈଛି ଭଲ କବିତା ନାମରେ     କେତେ ଲୋକ ଏବେ କରୁଛନ୍ତି ନିଜ ସୁସ୍କ । କାହାଠୁ ଲେଖାଇ         ଆଣି ନିଜ ନାମେ ଛପାଇ ପାରିବ ଯେବେ...