ସେଉ

ଚାଳରେ ବୋବାଏ କାଉ
ଉଠ ଉଠ ମଠ ନ କର ଆଉ
କୁନାକୁ ଡାକିଲେ ବୋଉ ।
କୁନାଟା ତ ଭଲ ପିଲା
ମୁହଁ ହାତ ଧୋଇ ଦାନ୍ତ ଘଷି ଦେଇ
ଅଙ୍ଗୁର ‘ସେଉ’ ଖାଇଲା ।
ଫଳ ଦେହ ପାଇଁ ହିତ
ପଢିଣ ଜଣାଣ ଗୀତ
କହିଲା କୁନାଟା ମିଛ କହିବନି
କହିବ ସର୍ବଦା ସତ ।
*****

You may also like...