Tagged: village calling

ଗାଁ ଡାକୁଛି ଆସ

ନଭଶ୍ଚୁମ୍ଭି, ଚାକଚକ୍ୟ ଦେଇଛି ଜୀବିକାର ମନ୍ତ୍ରହରଣ କରିନେଇଛି ଜୀବନୀୟ ହୃଦୟ ତନ୍ତ୍ରମିଥ୍ୟା-ଦଙ୍ଗା ରାହାଜାନୀର କୁରୁସଭା ଇଏନିରୀହ ଜୀବନ ‘କୃଷ୍ଣା’ ନିତି ଲାଞ୍ଛିତା ହୁଏ ।ଭୁରି ଭୋଜନରେ ପୂରେନା ଉଦରଖାଲି ଅର୍ଥାଗମରେ ସଦା ତତ୍ପର….ଭୁଲି ଅଳିକ ଜୀବନର ବ୍ୟବହାରନିରସ ଏଠି ପାର୍ବଣ..ବାସ୍, କେବଳ କୋଳାହଳ-ଦୂଷିତ ବାତାବରଣ….ଅଗଣିତ ଯମଦ୍ୱାର ଏଠିମରୀଚିକାର...