Category: କାବ୍ୟ

ତପସ୍ଵିନୀ (ସପ୍ତମ ସର୍ଗ)

ବୋଇଲେ ସତୀ, “ସଖି, ମୋ’ ଦୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖଯାକ; ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ |୧| କାନ୍ତ ବିଚ୍ଛେଦେ ରହିପାରେ ଜୀବନ, ଏମନ୍ତ କ୍ଷଣେ ଭାବି ନ ଥିଲା ମନ; ସହିଲି...

ତପସ୍ଵିନୀ (ଷଷ୍ଠ ସର୍ଗ)

ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...

ତପସ୍ଵିନୀ (ପଞ୍ଚମ ସର୍ଗ)

ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ ଶିରେ-ପୁଷ୍ପ ଫେନପଟଳ ଧରି, ଯା’ ପଦପୁଲିନ ନଖ-ମୁକୁତା ଜ୍ୟୋତି ସେବନରେ ଥିଲା ଯୁକୁତା, ତାଙ୍କ ଶୁଭ ଆଗମନ ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର ବିଟପି-ବଲ୍ଲୀ-ସୁମନ |୧| ଏକେ ତ ମଧୁର ବସନ୍ତ କାଳ, ବାଳଭାନୁ ହେମ କିରଣ ଜାଳ, ପ୍ରସରି ଶିଶିରଜର୍ଜର ପର୍ଣ୍ଣ, ଲିଳା...

ତପସ୍ଵିନୀ (ଚତୁର୍ଥ ସର୍ଗ)

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାର ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି, କଳକଣ୍ଠ-କଣ୍ଠେ-କହିଲା, “ଦରଶନ ଦିଅ ସତୀ, ରାତି ପାଇଲା” |୧| ଅରୁଣ କଷୟବାସ, କୁସୁମ କାନ୍ତି-ବିକାଶ ପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ, କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି ଡାକୁଛନ୍ତି...

ତପସ୍ଵିନୀ (ତୃତୀୟ ସର୍ଗ)

ଭାଗୀରଥୀ-କୂଳେ ଲକ୍ଷ୍ମଣ ଯେ କାଳେ ବୈଦେହୀ ବିସର୍ଜି ଗଲେ, ବ୍ୟାପିଥିଲା ଖରା ସସାଗରା ଧରା ନିର୍ମଳ ଅମ୍ବର ତଳେ |୧| ରାଘବ-ବଧୂର ନିର୍ଯାତନ ସୁର- ପୁରକୁ ଦିଶିଲେ ଲଜ୍ଜା ହେବ ବୋଲି ଦିବା- ନାଥଙ୍କ ସେ କିବା ଶୁଭ୍ର ଯବନିକା-ସଜ୍ଜା |୨| ଜାଣିସେ ରହସ୍ୟ କରିବାକୁ ଦୃଶ୍ୟ ଭାସ୍କର-ବଂଶର ଦୋଷ, ଅଚିରେ ଅବନୀ ପୃଷ୍ଠୁ ସେ...

ତପସ୍ଵିନୀ (ଦ୍ଵିତୀୟ ସର୍ଗ)

ବାଲ୍ମୀକି-ଆଶ୍ରମ-ରାଜ୍ୟରେ ଶାନ୍ତି ରାଜତ୍ୱ କରେ, କୋଷ ପୂର୍ଣ୍ଣ କରି ପାଦପ- ଦତ୍ତ ସୁଛାୟା କରେ |୧| ଅକପଟେ ତାହା ଦିଅନ୍ତି, ସେହି ପାଦପମାନେ, ଅଯାଚିତେ ନିଜ ଶରୀର- ମାନଦଣ୍ଡର ମାନେ |୨| ପ୍ରକୃତି-ସମରେ ସେମାନେ ପୁଣି ହୁଅନ୍ତି ସେନା, ଆବରଣ କରି ଶରୀରେ ଘନ-ପଲ୍ଲବ-ସେହ୍ନା |୩| କରି...

ତପସ୍ଵିନୀ (ପ୍ରଥମ ସର୍ଗ)

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା, ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? |୧| ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ, ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ |୨| କୌମୁଦୀ କି ଘନ ହୋଇ ବହିଛୁ ଶରୀର ? କେଶଛଳେ ଚରଣେ ତୋ ଲୋଟୁଛି ତିମିର |୩| ସୁବିରଳ ସମୁଜ୍ଜ୍ୱଳ...