ସାରଳା ଦାସ

ତପସ୍ବୀ ସତ୍ତମ ଭକ୍ତ ଅନୁପମ ହେ ଭାରତୀ ଜ୍ୟେଷ୍ଠ ସୁତ , ତବ ପରସାଦେ ସାହିତ୍ୟ-ସମ୍ପଦେ ଆମ୍ଭେ ସର୍ବେ କୃତକୃତ୍ୟ । ଭାଷା ଆଦି କାଳେ ଅନ୍ଧାର ଉତ୍କଳେ ସମୁଜ୍ଜ୍ବଳ ନବ ରବି, ପଣ୍ଡିତେ ପାଷଣ୍ଡେ ହାଟେ ବାଟେ ଦାଣ୍ଡେ ଦେଖାଇଲ ଦିବ୍ୟ ଛବି । ମହା...

ଜୀବନ ସଙ୍ଗୀତ

ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ, ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ, ସବୁଥିରୁ କରି ନିଃସ୍ବ ଶିଖାଇ ଦେଇଛ ଆପଣାର ବୋଲି ମଣିବାକୁ ସାରା ବିଶ୍ବ; ଅଭାଗା ହାତରେ ଅମୂଲ୍ୟ ସମ୍ପଦ ଆପେ ଦେଇଅଛ ବଢ଼ାଇ |...

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳଜନନୀ, ଚାରୁ-ହାସମୟୀ ଚାରୁ-ଭାଷମୟୀ, ଜନନୀ, ଜନନୀ, ଜନନୀ॥ ପୂତ-ପୟୋଧି-ବିଧୌତ ଶରୀରା, ତାଳ-ତମାଳ ସୁଶୋଭିତ ତୀରା, ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥ ଘନ-ଘନ-ବନଭୂମି ରାଜିତ ଅଙ୍ଗେ, ନୀଳ-ଭୂଧର-ମାଳା ସାଜି ତରଙ୍ଗେ, କଳକଳ-ମୁଖରିତ ଚାରୁ-ବିହଙ୍ଗେ, ଜନନୀ, ଜନନୀ, ଜନନୀ॥ ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,...

ମନବୋଧ ଚଉତିସା

କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ | କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ ||୧|| ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି |...