କାମିନା

ଚାଷା ଯଦି ଖୋଳିଳା ପଣା
ଚାଷ ତା’ର ଫସର ଫସା |
ଯୁବା ଯଦି ଖାଳଳା ନିଣା
ତାକୁ ଆ‌ଉ ନ କର ଆଶା |
‘କାମିନା’ ଫୂଲଟି ସୂଦର
ପଶା, ନିଶା, ଦୂରୁଁ ଜୁହାର ||
*****

You may also like...