ଅପରାଜିତା

କଲରା ଲାଗ‍ଇ ପିତା
ଫୁଲଟି ‘ଅପରାଜିତା’
ଧଳାନାଳ ରୂପ ଶୋଭା
ରାଧାକୃଷ୍ଣ ରୂପ ଲୋଭା ||
ସକାଳେ ସ‍ଅଳ ଉଠ
ରାଧାକୃଷ୍ଣ ନାମ ରଟ |
*****

You may also like...