କୃଷ୍ଣଚୂଡ଼ା

ପାଟିକୁ ସୂଦର ଦାନ୍ତ ବାହାଡା
ଦାନ୍ତ ଘଷିବୁ ତ ଆଣି ସାହାଡ଼ା |
ପୁଜିବୁ ଦିଅଁଙ୍କୁ ଦେଇ ଉଖୁଡ଼ା
ବ୍ରାହ୍ମଣ ଭୋଜନେ ଦହି ଓ ଚୂଡା |
ଲୁଗା ତୁ ପିନ୍ଧିବୁ ଲମ୍ବା ଚ‍ଉଡ଼ା
“କୃଷ୍ଣଚୂଡ଼ା” ଶୋଭା କୃଷ୍ଣଙ୍କ ଚୂଡ଼ା |

You may also like...