ଶୁନ୍ୟ

ଶୁନ୍ୟ ରାସ୍ତାରେ ଆଖି ବନ୍ଦ କଲେ ଆଶାର କିରଣ ଦିଶେ,
ଆଖି ଖୋଲି ଦେଲେ ଆଶା ଟି ଉଭାନ ହେଇଯାଏ |

ଆଶା ଉଭାନ ହେଇଗଲା ପରେ ଡର ମତେ ଲାଗେ,
ଆଶା ଉଭାନ ହେଇଗଲା ପରେ ଜୀବନ ଟି ଶୁନ୍ୟ ଲାଗେ |

ଆଶା ଛାଡ଼ିନିବି ଆଖି ଖୋଲିବିନି ରହେ ପଛେ ମୁଁ ଶୁନ୍ୟ,
ଆଶା ମୋର ରହୁ, ମୋହରି ପାଖରେ ହେଇଯାଏ ମୁଇଁ ଶୁନ୍ୟ |

You may also like...