Author: ଉପେନ୍ଦ୍ର ଭଞ୍ଜ

ବୈଦେହୀଶ ବିଳାସ (ପଞ୍ଚଦଶ ଛାନ୍ଦ)

ବିଚିତ୍ରିତ ଚିତ୍ରରେ ହୋଇଥିଲେ ବିଚିତ୍ରିତ ଚିତ୍ରରେ ହୋଇଥିଲେ । ବାମା ମଧୁଶଯ୍ୟାକୁ ମଣ୍ଡାଇଲେ । ବପୁବନ୍ତରେ ହୋଇଛି ରଞ୍ଜନ । ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ । ୧ । ବିପତନ ଯେ ପଲଙ୍କ ପଲକ । ବେଣୀ ରତ୍ନପ୍ରଦୀପରେ ଅଧିକ । ବେଣୀ ଶୋଭା ଅଗୁରୁ...

ବୈଦେହୀଶ ବିଳାସ (ଚତୁର୍ଦ୍ଦଶ ଛାନ୍ଦ)

ବେହରଣ ଭାଙ୍ଗି ବିଭାଦିନ ମୁଳ କରି ବେହରଣ ଭାଙ୍ଗି ବିଭାଦିନ ମୁଳ କରି | ବିଶୁଦ୍ଧ ତାର ଲଗ୍ନକୁ ଯୋତିଷେ ବିଚାରି ଯେ | ୧ | ବର୍ଦ୍ଧିକୀକୀଚୟ କି ମୟ ବିଶ୍ବକର୍ମା ଗୁରୁ | ବେଦିକାମଣ୍ଡପ କଲେ ଅତିଶୟ ଗୁରୁ ଯେ | ୨ |...

ବୈଦେହୀଶ ବିଳାସ (ତ୍ରୟୋଦଶ ଛାନ୍ଦ)

ବସିଛନ୍ତି ଦଶରଥ ସଭା ମଧ୍ୟେ ବସିଛନ୍ତି ଦଶରଥ ସଭା ମଧ୍ୟେ । ବେତ୍ର-ହସ୍ତ ଦ୍ଵାସ୍ଥ କହେ ଅତିଶ୍ରଦ୍ଧେ । ୧ । ବାରଣାରି ଦ୍ଵାରେ ହୋଇଛନ୍ତି ସ୍ଥିତ । ବହି ଶ୍ରୀରାମବାର୍ତ୍ତା ମିଥିଳା ଦୂତ । ୨ । ବେଗେ ରାଜା ଆଣ ବୋଲୁ ନେଲା ମୁନି...

ବୈଦେହୀଶ ବିଳାସ (ଦ୍ଵାଦଶ ଛାନ୍ଦ)

ବିଭାବରି ସାରି ବିଳମ୍ବ ଶୁଣି ବିଭା ବରି ସାରି ବିଳମ୍ବ ଶୁଣି | ବିଭାବରୀ ହେଉଁ ରମଣୀମଣି । ବିଭାବରୀଚରୀ ଘୋଟିଲା ଗ୍ରାସେ । ବିଭାବ ରୀତିରୁ ନିଦ୍ରା ନ ଆସେ । ବିରହେ ଭାଷେ ସେ । ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ...

ବୈଦେହୀଶ ବିଳାସ (ଏକାଦଶ ଛାନ୍ଦ)

ବେଳ ଶୁଭଦରେ ପ୍ରବେଶ ଆବେଶ ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ । ବିଚାରେ ସୁମନା ଶ୍ରୀ-କରେ ସୁମନା-ସୁମନା-ମାଳା ନେଇ ଦେଲେ । ବୋଇଲେ, ବଶକ ଏ କଳାଭୃଙ୍ଗର । ବସି ଦଶରଥ-ସୁତ-ଜାନୁ-ରଥ ଯେ ମନୋରଥ ସାର୍ଥ କର । ୧ । ବେଷ୍ଟିତତର...

ବୈଦେହୀଶ ବିଳାସ (ଦଶମ ଛାନ୍ଦ)

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ। ବାରଣଶିରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ ସେ। ବୋଲିଦେଲେ କଉଶିକ ଯେ। ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ।୧।...

ବୈଦେହୀଶ ବିଳାସ (ନବମ ଛାନ୍ଦ)

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତପ ଚାରୁ ଧାରା ସେ। ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ। ବିଦ୍ୟ ହୈମବତୀ ପତରେ, ବିଷକଣ୍ଠ ତୋଷ ଦାନୀ ବେନି...

ବୈଦେହୀଶ ବିଳାସ (ଅଷ୍ଟମ ଛାନ୍ଦ)

ବିଜୟୀବୀର ! ବିଜୟ କର ବିଜୟୀ-ବୀର! ବିଜୟ କର ଯିବା ମିଥିଳୀପୁର। ବାହାର ହୋଇ ବିହର ତହିଁ କରନ୍ତି ମୁନିବର। ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡାମଣି। ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି।୧। ବଶୀକରଣ ମୂର୍ତ୍ତି ଧାରଣ ଉଚ୍ଚାଟନ ତା ଚାରୁ। ବିଧିସୁନ୍ଦରୀ ସେ...

ବୈଦେହୀଶ ବିଳାସ (ସପ୍ତମ ଛାନ୍ଦ)

ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ ବିଡୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ। ବେନିଭ୍ରାତା ମୁନି ସଙ୍ଗେ ଦେଖେ ସିଦ୍ଧବନ।୧। ବୃକ୍ଷତତି ତପିପନ୍ତି ତହିଁ ଏକାକୃତି। ବଳ୍କଳ ପିଧାନ କରି ଜଟା ଧରିଛନ୍ତି।୨। ବେଦି ସାର ମୂଳ ସଦା ସୁମନା ଫଳଦ। ବାସ ବୃତ ପୂର୍ଣ୍ଣଚୟ ଅତି...

ବୈଦେହୀଶ ବିଳାସ (ଷଷ୍ଠ ଛାନ୍ଦ)

ବୁଧେ ସାବଧାନେ ଏହି ଗୀତର ବୁଧେ ସାବଧାନେ ଏହୁ ଗୀତର, ବାକଚାତୁରୀକି ବିଚାର କର। ବିଶୁଦ୍ଧ ସିଦ୍ଧବନେ ମୁନିଯାଗ, ବିସିଦ୍ଧ କରଣେ ରାକ୍ଷସବର୍ଗ।୧। ବିଦିତ ହୋଇ ସୁବାହୁ ମାରୀଚେ, ବଚନ ଶୂନ୍ୟରୁ ଶୁଭିଲା ଉଚ୍ଚେ। ବିକୁକ୍ଷବଂଶେ ଜାତ ରାମ ଆଣ, ବୈବସ୍ଵତ ଏ ଗଣେ ତା ମାର୍ଗଣ।...