Author: ଉପେନ୍ଦ୍ର ଭଞ୍ଜ

ବୈଦେହୀଶ ବିଳାସ (ପଞ୍ଚମ ଛାନ୍ଦ)

ବିଭାକର ବଂଶୀ ଶୁଣି ପୁଲକ ବହି ବିଭାକରବଂଶୀ ଶୁଣି ପୁଲକ ବହି। ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି।୧। ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ। ବସାଇବା ମଣ୍ଡପରେ କନ୍ୟା ସୁମନେ।୨। ବିଜନ ସ୍ଥାନରେ ବସି ବେନି ନୃପତି। ବିବିଧ ସମ୍ଭାର କରି ନଗ୍ର ମଣ୍ଡାନ୍ତି।୩।...

ବୈଦେହୀଶ ବିଳାସ (ଚତୁର୍ଥ ଛାନ୍ଦ)

ବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ । ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।୧। ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ । ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।୨। ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ ।...

ବୈଦେହୀଶ ବିଳାସ (ତୃତୀୟ ଛାନ୍ଦ)

ବିଦୁଷ ହେ ଶୁଣ ରଞ୍ଜନ ରସ ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ । ବିଦୁଷଣ ରାଜସମାନେ ଧର୍ମସ୍ଵରୂପୀ ସେହି ।୧ । ବିଦିତ ମିଥିଳା ନୃପତି ନାମ ଜନକ ତାର । ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ।୨ । ବିଦଗଧ ଯଜ୍ଞକର୍ମରେ...

ବୈଦେହୀଶ ବିଳାସ (ଦ୍ଵିତୀୟ ଛାନ୍ଦ)

ବିଦୁଷ! ଦୂଷଣ ବିବର୍ଜିତ ବିଦୁଷ!ଦୁଷଣ ବିବର୍ଜିତ ଗୀତେ ରସ। ବିଷ୍ନୁ ଚରିତ ତ୍ୱରିତ କରିବ ହରଷ ଯେ।୧। ବାମଦେବ ଦେବରାଜ ଗୁରୁ ସଙ୍ଗତିରେ। ବିମନେ ସୁମନେ ଗଲେ କ୍ଷୀରସିନ୍ଧୂତୀରେ ଯେ।୨। ବ୍ରହ୍ମାଣ୍ଡ କ୍ଷୋଭିତେ ଭୀତେ ବ୍ରହ୍ମା ପ୍ରମୁଖରେ। ବିଶ୍ୱମ୍ବର ଭରସାରେ ସ୍ତୁତି କଲେ ଖରେ ଯେ।୩। ବହିତ...

ବୈଦେହୀଶ ବିଳାସ (ପ୍ରଥମ ଛାନ୍ଦ)

  ବନ୍ଦଇ ଦୀନବାନ୍ଧବ ହରି ବନ୍ଦଇ ଦୀନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଇନ ଯେ । ବିଭୁ ଅନନ୍ତ-ଅଙ୍କ-ବିହାରୀ କର ପ୍ରତାପ ସାର ସଞ୍ଚରି ନିସାଚରଙ୍କ ଉଲ୍ଲାଶସ ହରି ପୂଜେ ସୁମନ ଯେ । ବଇନତେୟ ଯାହା ଅଗ୍ରତେ ସ୍ଥିତ...