ବୈଦେହୀଶ ବିଳାସ (ଦ୍ଵାଦଶ ଛାନ୍ଦ)
ବିଭାବରି ସାରି ବିଳମ୍ବ ଶୁଣି ବିଭା ବରି ସାରି ବିଳମ୍ବ ଶୁଣି | ବିଭାବରୀ ହେଉଁ ରମଣୀମଣି । ବିଭାବରୀଚରୀ ଘୋଟିଲା ଗ୍ରାସେ । ବିଭାବ ରୀତିରୁ ନିଦ୍ରା ନ ଆସେ । ବିରହେ ଭାଷେ ସେ । ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ...
ବିଭାବରି ସାରି ବିଳମ୍ବ ଶୁଣି ବିଭା ବରି ସାରି ବିଳମ୍ବ ଶୁଣି | ବିଭାବରୀ ହେଉଁ ରମଣୀମଣି । ବିଭାବରୀଚରୀ ଘୋଟିଲା ଗ୍ରାସେ । ବିଭାବ ରୀତିରୁ ନିଦ୍ରା ନ ଆସେ । ବିରହେ ଭାଷେ ସେ । ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ...
ବେଳ ଶୁଭଦରେ ପ୍ରବେଶ ଆବେଶ ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ । ବିଚାରେ ସୁମନା ଶ୍ରୀ-କରେ ସୁମନା-ସୁମନା-ମାଳା ନେଇ ଦେଲେ । ବୋଇଲେ, ବଶକ ଏ କଳାଭୃଙ୍ଗର । ବସି ଦଶରଥ-ସୁତ-ଜାନୁ-ରଥ ଯେ ମନୋରଥ ସାର୍ଥ କର । ୧ । ବେଷ୍ଟିତତର...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ। ବାରଣଶିରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ ସେ। ବୋଲିଦେଲେ କଉଶିକ ଯେ। ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ।୧।...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତପ ଚାରୁ ଧାରା ସେ। ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ। ବିଦ୍ୟ ହୈମବତୀ ପତରେ, ବିଷକଣ୍ଠ ତୋଷ ଦାନୀ ବେନି...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବିଜୟୀବୀର ! ବିଜୟ କର ବିଜୟୀ-ବୀର! ବିଜୟ କର ଯିବା ମିଥିଳୀପୁର। ବାହାର ହୋଇ ବିହର ତହିଁ କରନ୍ତି ମୁନିବର। ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡାମଣି। ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି।୧। ବଶୀକରଣ ମୂର୍ତ୍ତି ଧାରଣ ଉଚ୍ଚାଟନ ତା ଚାରୁ। ବିଧିସୁନ୍ଦରୀ ସେ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ ବିଡୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ। ବେନିଭ୍ରାତା ମୁନି ସଙ୍ଗେ ଦେଖେ ସିଦ୍ଧବନ।୧। ବୃକ୍ଷତତି ତପିପନ୍ତି ତହିଁ ଏକାକୃତି। ବଳ୍କଳ ପିଧାନ କରି ଜଟା ଧରିଛନ୍ତି।୨। ବେଦି ସାର ମୂଳ ସଦା ସୁମନା ଫଳଦ। ବାସ ବୃତ ପୂର୍ଣ୍ଣଚୟ ଅତି...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବୁଧେ ସାବଧାନେ ଏହି ଗୀତର ବୁଧେ ସାବଧାନେ ଏହୁ ଗୀତର, ବାକଚାତୁରୀକି ବିଚାର କର। ବିଶୁଦ୍ଧ ସିଦ୍ଧବନେ ମୁନିଯାଗ, ବିସିଦ୍ଧ କରଣେ ରାକ୍ଷସବର୍ଗ।୧। ବିଦିତ ହୋଇ ସୁବାହୁ ମାରୀଚେ, ବଚନ ଶୂନ୍ୟରୁ ଶୁଭିଲା ଉଚ୍ଚେ। ବିକୁକ୍ଷବଂଶେ ଜାତ ରାମ ଆଣ, ବୈବସ୍ଵତ ଏ ଗଣେ ତା ମାର୍ଗଣ।...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବିଭାକର ବଂଶୀ ଶୁଣି ପୁଲକ ବହି ବିଭାକରବଂଶୀ ଶୁଣି ପୁଲକ ବହି। ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି।୧। ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ। ବସାଇବା ମଣ୍ଡପରେ କନ୍ୟା ସୁମନେ।୨। ବିଜନ ସ୍ଥାନରେ ବସି ବେନି ନୃପତି। ବିବିଧ ସମ୍ଭାର କରି ନଗ୍ର ମଣ୍ଡାନ୍ତି।୩।...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ । ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।୧। ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ । ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।୨। ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ ।...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବିଦୁଷ ହେ ଶୁଣ ରଞ୍ଜନ ରସ ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ । ବିଦୁଷଣ ରାଜସମାନେ ଧର୍ମସ୍ଵରୂପୀ ସେହି ।୧ । ବିଦିତ ମିଥିଳା ନୃପତି ନାମ ଜନକ ତାର । ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ।୨ । ବିଦଗଧ ଯଜ୍ଞକର୍ମରେ...