କେତକୀ
ଝିଅଟି ଭାରି ଛଟକା କକ୍ଷା ଫୂଲ ‘କେତକୀ’ ଟିଲେଲ ନନା ଛଭକା ଦୁଧ ପିଏ ଛକି ଛକି || ଶିବଙ୍କ ମୁଶଣ୍ଡରେ କେତକୀ | ପଢ ପାଠ ନ ଅଟକି || *****
ତୁମେ ଚାଲ ବନ୍ଧୁ ପକ୍କା ରାସ୍ତା ରେ ମୁଁ ମରାମତି କରେ ତାରତୁମେ ରୁହ ବନ୍ଧୁ ନିରାପଦ ଘରେ ମୁଁ ଯେ ମୂଳ ଦୁଆ ତାର । ମୋର ଛାତି ଶହେ ହାଡ ଭଙ୍ଗ ଶୀତ ପିଠି ଖାଉଥାଏ ଖରା ମନେ ନାହିଁ ମୋର ଇର୍ଷା ବା...
ନଭଶ୍ଚୁମ୍ଭି, ଚାକଚକ୍ୟ ଦେଇଛି ଜୀବିକାର ମନ୍ତ୍ରହରଣ କରିନେଇଛି ଜୀବନୀୟ ହୃଦୟ ତନ୍ତ୍ରମିଥ୍ୟା-ଦଙ୍ଗା ରାହାଜାନୀର କୁରୁସଭା ଇଏନିରୀହ ଜୀବନ ‘କୃଷ୍ଣା’ ନିତି ଲାଞ୍ଛିତା ହୁଏ ।ଭୁରି ଭୋଜନରେ ପୂରେନା ଉଦରଖାଲି ଅର୍ଥାଗମରେ ସଦା ତତ୍ପର….ଭୁଲି ଅଳିକ ଜୀବନର ବ୍ୟବହାରନିରସ ଏଠି ପାର୍ବଣ..ବାସ୍, କେବଳ କୋଳାହଳ-ଦୂଷିତ ବାତାବରଣ….ଅଗଣିତ ଯମଦ୍ୱାର ଏଠିମରୀଚିକାର...
ସମୁଦ୍ରର ଅଧିପତି ମୁଁ ପିଇବାକୁ ପାଣି ଟୋପେ ନାହିଁ,ମୃଗତୃଷ୍ଣା ପଛରେ ପଡିଛି ଯିଏ କେବେ ହାତେ ପଡି ନାହିଁ ସେ ଅଦୃଶ୍ୟ ଶକ୍ତି ନଚାଉଛି ଯଦି ଭୁଲ ତ ମୋର କୋଉଠି ନାହିଁତାର ହାତରେ କାଠ କୁଣ୍ଢେଇ ଯେ ଭାବିବାର ଶକ୍ତି ମୋର ନାହିଁ ଦେଲ ଶକ୍ତି...
ବିଚିତ୍ରିତ ଚିତ୍ରରେ ହୋଇଥିଲେ ବିଚିତ୍ରିତ ଚିତ୍ରରେ ହୋଇଥିଲେ । ବାମା ମଧୁଶଯ୍ୟାକୁ ମଣ୍ଡାଇଲେ । ବପୁବନ୍ତରେ ହୋଇଛି ରଞ୍ଜନ । ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ । ୧ । ବିପତନ ଯେ ପଲଙ୍କ ପଲକ । ବେଣୀ ରତ୍ନପ୍ରଦୀପରେ ଅଧିକ । ବେଣୀ ଶୋଭା ଅଗୁରୁ...
ବେହରଣ ଭାଙ୍ଗି ବିଭାଦିନ ମୁଳ କରି ବେହରଣ ଭାଙ୍ଗି ବିଭାଦିନ ମୁଳ କରି | ବିଶୁଦ୍ଧ ତାର ଲଗ୍ନକୁ ଯୋତିଷେ ବିଚାରି ଯେ | ୧ | ବର୍ଦ୍ଧିକୀକୀଚୟ କି ମୟ ବିଶ୍ବକର୍ମା ଗୁରୁ | ବେଦିକାମଣ୍ଡପ କଲେ ଅତିଶୟ ଗୁରୁ ଯେ | ୨ |...
ବସିଛନ୍ତି ଦଶରଥ ସଭା ମଧ୍ୟେ ବସିଛନ୍ତି ଦଶରଥ ସଭା ମଧ୍ୟେ । ବେତ୍ର-ହସ୍ତ ଦ୍ଵାସ୍ଥ କହେ ଅତିଶ୍ରଦ୍ଧେ । ୧ । ବାରଣାରି ଦ୍ଵାରେ ହୋଇଛନ୍ତି ସ୍ଥିତ । ବହି ଶ୍ରୀରାମବାର୍ତ୍ତା ମିଥିଳା ଦୂତ । ୨ । ବେଗେ ରାଜା ଆଣ ବୋଲୁ ନେଲା ମୁନି...