ଅମୃତଭଣ୍ଡା

ନିଇତି ଖାଆ ଗୋଟିଏ ଭଣ୍ଡା
ମଣିଷ ଭିତରେ ହେବୁରେ ଭେଣ୍ଡା
ବଗିଚାରେ ଲଗା ‘ଅମୃତଭଣ୍ଡା’
ଗଛରେ ଫଳେ ସେ ପେଣ୍ଡାକୁ ପେଣ୍ଡା ।
କଞ୍ଚା ତରକାରି ପାଚିଲା ଖିଆ
ଖାଇଲେ ହୋଇବୁ ବଡ଼ ବୁଦ୍ଧିଆ ।
*****

You may also like...