ଆତ

କାଉ କଳା କୋଉଲି କଳା
ଜଗନ୍ନାଥଙ୍କ ଆଖି ତ କଳା
କଳା ଶିଶୁର କେଶ
ଭୃଲତା  କଳା ହାଣ୍ଡି ବି କଳା
କଳା ମୋ ଆଈ ବେଶ ।
ଧଳା ତ ବଗ ଧଳା ଟଗର
ଧଳାଧଳା ଦାନ୍ତ
ଫଳ ଭିତରେ ପିଲାଙ୍କ ପ୍ରିୟ
ପାଚିଲା ଆ ‘ଆତ’ ।
*****

You may also like...