ଅଙ୍ଗୁର

ବିଲୁଆ ବଡ଼ ଚତୁର
ପଇଡ଼ ବଡ଼ ମଧୁର
ପେନ୍ଥାରେ ଫଳେ ‘ ଅଙ୍ଗୁର'
ଭାରତ ଦେଶ ଆମର ।
ଦେଶକୁ କଲେ ଆଦର
ସମସ୍ତେ ହେବେ ତୁମର
ଦେହରେ ଥିଲେ ତୋ’ଜର
ପେନ୍ଥାଏ ଖାଆ ଅଙ୍ଗୁର ।
*****

You may also like...