ଖଜୁରୀ

ମିଠା ମିଠା ‘ଖଜୁରୀ’
କରିବୁ ଯଦି ଚାକିରି
ନେବୁ ନାହିଁ ଉପୁରି ।
ଖଜୁରୀ ଗଛ ପାହାଚ
ନ ମାନିବୁ ଉଚ୍ଚନୀଚ୍ଚ
ନିଶାରେ କରନି ଖରଚ ।
*****

You may also like...