Author: ସନ୍ଥକବି ଭୀମ ଭୋଇ

ଦେଖ ମୁଁ ଯାଉଛି ସରି

ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧। ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨। ସମୁଦ୍ର ପରାଏ ଆଶା ମନରେ କରି...

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ। ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ।୧। ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ। ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।୨।...

ରୂପରେଖ ନାହିଁ ହେ ଶୂନ୍ୟଦେହୀ

ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ।୧। ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ଉଲକାପାଦଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ...

ତାତ ମାତ କରୁଛନ୍ତି ରୋଦନ

ତାତ ମାତ କରୁଛନ୍ତି ରୋଦନ ଚଉଦିଗେ ଘେରି ପଚାରି ପଚାରି ଚଉଦିଗେ ଘେରି ପଚାରି ପଚାରି କାହିଁ ଗଲେ ଏକ ନନ୍ଦନ । ୧। ପିତା ବିଜାମୃତ ତୋଳି ନଦେଇ, ମାତା ପ୍ରସବିଲେ ଦୁଃଖ ନପାଇ ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ ବୁଦ୍ଧି ନଶିଖୁଣୁ ହେଲେ...

ସମର୍ପି ଦେଲି ପାଇଲ ସର୍ବ

ସମର୍ପି ଦେଲି ପାଇଲ ସର୍ବ ବୁଝ ନ ବୁଝ ସ୍ୱାମୀ ଗୁରୁଦେବ ସମର୍ପି ଦେଲି ପାଇଲ ସର୍ବ ।୧। ଚିନ୍ତା ଅର୍ଥ ବାଡି ବୃତ୍ତିି ସ୍ୱଭାବ କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ ଲଲାଟ ପଟେ ଯାହା ଲେଖା...

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ ଭାଗ୍ୟ ଥିଲେ ଧର ଧର ଖଣ୍ଡିବ କାଳ ବିପତ୍ତି ପରମାଦ ହେ ଭାଗ୍ୟ ଥିଲେ ଧର ଧର ।୧। କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ ଛେଦି ହୋଇବ ଉଶ୍ୱାସ ଅପରାଧ ହେ । ଭାଗ୍ୟ ଥିଲେ...