Author: ସ୍ଵଭାବ କବି ଗଙ୍ଗାଧର ମେହେର

ତପସ୍ଵିନୀ (ପ୍ରଥମ ସର୍ଗ)

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା, ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? |୧| ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ, ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ |୨| କୌମୁଦୀ କି ଘନ ହୋଇ ବହିଛୁ ଶରୀର ? କେଶଛଳେ ଚରଣେ ତୋ ଲୋଟୁଛି ତିମିର |୩| ସୁବିରଳ ସମୁଜ୍ଜ୍ୱଳ...

ଅମୃତମୟ

ନବ ବିକଶିତ ଫୁଲ ଗନ୍ଧ ନବ ସରସ କବିତା ଛନ୍ଦ ବନ ବିହଗ ମଧୁର ତାନ ଶିଶୁ ସରଳ ତରଳ ଗାନ ନବ ପ୍ରଫୁଲ୍ଲ କମଳ କାନନ ନବ ସୁକୁମାର ଶିଶୁ ଆନନ୍ଦ ଅମୃତମୟ ଅମୃତ ରୟ ଭସାଇ ନେଉଛି ଜୀବନ। ଧୀର ଚକିତ ଶୀତଳ ବାତ...

ମାତୃଭୂମି

ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର । ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ । ଅନ୍ୟ ଗ୍ରାମେ ପୁଣି ଯାଏ...