ସୂର୍ଯ୍ୟ ପ୍ରତି ଦୀପ
ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ, ଆଲୋକିତ କରି ଚର ଅଚର ସକଳ | ମୋର ପ୍ରତି ପ୍ରତିକୂଳ ହେଲ କି କାରଣ, ଯା’ ଥିଲା ମୋ ପ୍ରଭାଟିକ ତା କଲ ହରଣ | ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ, ମୁହିଁ ତମ...
ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ, ଆଲୋକିତ କରି ଚର ଅଚର ସକଳ | ମୋର ପ୍ରତି ପ୍ରତିକୂଳ ହେଲ କି କାରଣ, ଯା’ ଥିଲା ମୋ ପ୍ରଭାଟିକ ତା କଲ ହରଣ | ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ, ମୁହିଁ ତମ...
କବିତା / କାବ୍ୟ / ସ୍ମରଣୀୟ ଗୀତ
ବାଲ୍ମୀକି-ଆଶ୍ରମ-ରାଜ୍ୟରେ ଶାନ୍ତି ରାଜତ୍ୱ କରେ, କୋଷ ପୂର୍ଣ୍ଣ କରି ପାଦପ- ଦତ୍ତ ସୁଛାୟା କରେ |୧| ଅକପଟେ ତାହା ଦିଅନ୍ତି, ସେହି ପାଦପମାନେ, ଅଯାଚିତେ ନିଜ ଶରୀର- ମାନଦଣ୍ଡର ମାନେ |୨| ପ୍ରକୃତି-ସମରେ ସେମାନେ ପୁଣି ହୁଅନ୍ତି ସେନା, ଆବରଣ କରି ଶରୀରେ ଘନ-ପଲ୍ଲବ-ସେହ୍ନା |୩| କରି...
ତାତ ମାତ କରୁଛନ୍ତି ରୋଦନ ଚଉଦିଗେ ଘେରି ପଚାରି ପଚାରି ଚଉଦିଗେ ଘେରି ପଚାରି ପଚାରି କାହିଁ ଗଲେ ଏକ ନନ୍ଦନ । ୧। ପିତା ବିଜାମୃତ ତୋଳି ନଦେଇ, ମାତା ପ୍ରସବିଲେ ଦୁଃଖ ନପାଇ ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ ବୁଦ୍ଧି ନଶିଖୁଣୁ ହେଲେ...
ଭେକ ଗରଜିଲେ ଆସଇ ବରଷା ଜଳଧାରେ ମହୀ କରେ ପ୍ଳାବିତ, ବାକ୍ୟବୀର ଡାକି କରଇ ଭରସା କର୍ମବୀର ଥିବ ବୋଲି ଜୀବିତ | ମରୁଦେଶେ ଭେକେ ଗରଜଇ ନାହିଁ ନୀରଦ ସେ ଦେଶେ ନ ଦିଏ ନୀର, କର୍ମବୀର କର୍ମ- କୁଣ୍ଠିତା ନ ଚାହିଁ ନ ଡାକନ୍ତି...
କବିତା / କାବ୍ୟ / ସ୍ମରଣୀୟ ଗୀତ
କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା, ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? |୧| ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ, ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ |୨| କୌମୁଦୀ କି ଘନ ହୋଇ ବହିଛୁ ଶରୀର ? କେଶଛଳେ ଚରଣେ ତୋ ଲୋଟୁଛି ତିମିର |୩| ସୁବିରଳ ସମୁଜ୍ଜ୍ୱଳ...
ଓଡିଶା ଦେଶରେ କବି ଆମଦାନୀ ଫସଲ ହେଈଛି ଭଲ କବିତା ନାମରେ କେତେ ଲୋକ ଏବେ କରୁଛନ୍ତି ନିଜ ସୁସ୍କ । କାହାଠୁ ଲେଖାଇ ଆଣି ନିଜ ନାମେ ଛପାଇ ପାରିବ ଯେବେ...
ସମର୍ପି ଦେଲି ପାଇଲ ସର୍ବ ବୁଝ ନ ବୁଝ ସ୍ୱାମୀ ଗୁରୁଦେବ ସମର୍ପି ଦେଲି ପାଇଲ ସର୍ବ ।୧। ଚିନ୍ତା ଅର୍ଥ ବାଡି ବୃତ୍ତିି ସ୍ୱଭାବ କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ ଲଲାଟ ପଟେ ଯାହା ଲେଖା...
ନବ ବିକଶିତ ଫୁଲ ଗନ୍ଧ ନବ ସରସ କବିତା ଛନ୍ଦ ବନ ବିହଗ ମଧୁର ତାନ ଶିଶୁ ସରଳ ତରଳ ଗାନ ନବ ପ୍ରଫୁଲ୍ଲ କମଳ କାନନ ନବ ସୁକୁମାର ଶିଶୁ ଆନନ୍ଦ ଅମୃତମୟ ଅମୃତ ରୟ ଭସାଇ ନେଉଛି ଜୀବନ। ଧୀର ଚକିତ ଶୀତଳ ବାତ...
ଶେଫାଳି ! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ; ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ ହସି ହସି ସତେ ଉଇଁଆସେ ଦୂର ଗଗନେ, ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ବପନେ ! ଭାବରାଜ୍ୟେ ବୁଲେଁ...