ଗୋଲାପ

ପ‍ଇସା ନେବ ଗଣି
ପଣି ପି‍ଇବ ଛାଣି
ଫୁଲ ଭିତରେ ‘ଗୋଲାପ ଫୂଲ’
ଅଟ‍ଇ ଫୁଲରାଣୀ |
ବରଗଛଟା ଥୁଣ୍ଟା
ଦ‍ଉଡ ଖେଳେ ଧାଇଁବା ଆଗୁଁ
ସଳଖୁ ନିଅ ଅଣ୍ଟା |
*****

You may also like...