ଚମ୍ପା




ନଳ ଭିତରଟା ଫମ୍ପା
ବାସନା ଫୁଲଟା ‘ଚମ୍ପା’
ହସିବୁନି କେବେ ଦେଖ‌ିଲେ ବାଟରେ
ଛୋଟା, କଣା, ଅନ୍ଧ କେମ୍ପା ।
ଖଣ୍ଡଗିରିଠାରେ ଗୁମ୍ଫା
ମନ ମୋହିନିଏ ଚମ୍ପା
ସଞ୍ଚୟ କରିଣ ରଖିବୁ ପଇସା
କିଣି ଆଣି ରଖ କୁମ୍ପା ।
*****

You may also like...