ଗେଣ୍ଡୁ




‘ଗେଣ୍ଡୁଫୁଲ’ ମଣ୍ଡା ମଣ୍ଡା
ପିଆଜରେ ହୁଏ ଷଣ୍ଢା
ସାଙ୍ଗ ସାଥୀ ମେଳେ ରହିଥିଲେ ତୋ’ର
କିଛି କରିବନି ଗୁଣ୍ଡା।
ବଗିଚାର ଗେଣ୍ଡୁଫୁଲ
ତୋଳି ଆଣି କର ମାଳ
ଗେଣ୍ଡୁମାଳ ଦେଇ ବୀଣାପାଣି ପୂଜି
କୁହ ପାଠ ହେଉ ଭଲ ||
*****

You may also like...