ପଣସ

କଥା କହିବୁ ମିଠା ମିଠା
କାହାକୁ କରିବୁନି ଥଟା ।

‘ପଣସ’ରେ ଥାଏ ଅଠା
ଜର ହେଲେ ଚାଆଟେ ଖଟା ।

କଷି ପଣସ ଡାଲମା ଭଲ
ପାଚିଲା ଫୁଟ ମିଠା ଅସଲ ।

ସାବିତ୍ରୀ ଓଷା ନୂଆ ଭାଉଜ
ଭାର ସଜଡ଼ା ଅତି ମଉଜ ।
*****

You may also like...