ଜିନିଆ

ବେଙ୍ଗୁଲୀ ସାଜିଛି କନିଆ
ଦେଖ‌ିବାକୁ ଛନଛନିଆ ।
ସୁନାକୁ ଚିହ୍ନଇ ବଣିଆ
ଗୁଣୀକୁ ଚିହ୍ନଇ ଗୁଣିଆ
ଦରିଆର ପାଣି ଲୁଣିଆ
ନାଲି ନେଳି ଫୁଲ ‘ଜିନିଆ' ।
*****

You may also like...