ତରାଟ

ବଗିଚାରେ ଫୁଟି ‘ତରାଟ’
ଶୋଭା ତା’ର କରେ ଚହଟ
କୁନା ଆମ କଲେ ଅଝଟ
ମା’ ହାତୁଁ ଖାଏ ସେ ଛାଟ ।
ଜାତି ଜାତି ଫୁଲ ଫୁଟାଇ
ବଗିଚାକୁ ଦିଅ ଛଟାଇ
ପାଠ ପଢି ଦିଅ ଦେଖାଇ
ଆମେ ସବୁ ଭାଇରେ ଭାଇ ।।
*****

You may also like...