ମଧୁମାଳତୀ

ଫୁଟିଲେ ଫୁଲ ‘ମଧୁମାଳତୀ’
ବଗିଚା ଦିଶେ ସୁନ୍ଦର ଅତି ।
ଧଳା ଶାଢୀରେ ନାଲିଆ ଧଡି
ମାଳତୀ ଲତା ଲଟାଏ ମାଡ଼ି ।
ପୁଅ ହାତକୁ ମାନଇ ଘଡି
ଝିଅ ହାତକୁ ସୁନ୍ଦର ଚୂଡ଼ି ।
କୁନା ହାତରେ ସିଲଟ ଖଡ଼ି
ପାଠ ପଢି ସେ ଚଢିବ ଗାଡ଼ି ।
*****

You may also like...