ଡାଳିମ୍ବ

ଝାଡ଼ାକୁ ଓଷଧ ଡାଳିମ୍ବ କଷି
ମୂଷାକୁ ଦେଖ‌ିଲେ ଆନନ୍ଦ ପୁଷି ।
ପାଚିଲା ‘ଡାଳିମ୍ବ’ ରୋଗୀକୁ ଭଲ
ପେଟ ପାଇଁ ଭଲ ପାଚିଲା ବେଲ ।
*****

You may also like...