ଟଗର

ଧଳା ଧଳା ‘ଟଗରଫୁଲ’
ବାଗ ବଗିଚା ଦିଶେ ଡଉଲ
ଭଅଁର ଯାଏ କହି
ଖାଇ ସାରି ଧାଇଁବ ନାହିଁ
ଖାଇ ଟିକେ ପଡ଼ିବ ଶୋଇ
ଭଲ ପିଲା ହୋଇ ।
ଟଗରର ଭାଇ ତରାଟ
ରାତିରେ ଫୁଟି କରନ୍ତି ନାଟ
ରବି କିରଣ ପାଇ
ରଙ୍ଗ ରଙ୍ଗିଆ ଢଙ୍ଗ ଢଙ୍ଗିଆ
ଦିନର ଫୁଲ ଦିଶେ ବଢିଆ
ଦିନରେ ଶୁଅ ନାହିଁ ।।
*****

You may also like...