ନଡ଼ିଆ

ବରଷା ପାଗକୁ ‘ନଡ଼ିଆ’ ମୁଢି
ମୁହଁକୁ ସୁନ୍ଦର କାଳିଆ ଦାଢି ।
ହାତକୁ ସୁନ୍ଦର ବାଙ୍କୁଲୀ ବାଡ଼ି
ପିଲାକୁ ସୁନ୍ଦର ସିଲଟ ଖଡ଼ି ।

ନଡ଼ିଆ ଉପରେ ଟାଣ ସଢେଇ
କାଠ କାମ କରେ ଗାଁ ବଢେଇ ।
ସବୁଜ ନଡ଼ିଆ ପଇଡ଼ କହି
ପଇଡ଼ର ପାଣି ରୋଗୀଙ୍କ ପାଇଁ ।
*****

You may also like...