ତାଳ

ଉଚ୍ଚ ତାଳଗଛ ନହ ନହକା
ବାଉଁଶ ପତର ସବୁ ସରୁକା

‘ତାଳ’ ସଜ ଖାଇ ମଉଜ କର
ସକାଳ ସଞ୍ଜରେ ଡାକ ଈଶ୍ଵର ।

ପତରରେ ଚଟି, ପକ୍ଷିଆ ବୁଣି
ଗରିବ ନିଅଇ ପଇସା ଗଣି ।
*****

You may also like...