ବେଲ

ମୁଣ୍ଡରେ ପଗଡି ପାଦରେ ତେଲ 
ବଇଦ ସାଙ୍ଗରେ କରିବୁ ଗେଲ ।

ପେଟ ଗୋଳମାଳେ ପାଚିଲା ‘ବେଲ’
ପଣା କରି ଦେଇ ପିଇଲେ ଭଲ ।

ତ୍ରିଶାଖା ପତର ଶିବଙ୍କ ପ୍ରିୟ
ହଜମି ପାଇଁକି ନିଇତି ଖାଅ ।
*****

You may also like...