ଫୁଟି

ରବିବାର ଛୁଟି
ଖାଆ ପାଚିଲା ‘ଫୁଟି’ ।

ସକାଳ ହେଲେ ଉଠି
ମା’ରେ ଦଣ୍ଡ ବଇଠି ।

ଘଅସ ଦାନ୍ତ କାଠି
ତେଲ ଲଗା ମାଠି ।

ଯାଆ ପାହାଚ ଉଠି
ବଅସ ନାହିଁ ସେଠି ।

ରାତିରେ ଖାଆ ରୁଟି
ପଢରେ ପାଠ ଉଠି ।
*****

You may also like...