ମଲ୍ଲୀ

ସୁନ୍ଦର ଦିଶେ ପଲ୍ଲୀ
ଫୁଲ ଭିତରେ ‘ମଲ୍ଲୀ’
ଭାରତ ଆମ ଦେଶ - ତାହାର ରାଜଧାନୀ ଦିଲ୍ଲୀ ।
ଧଳା ମଲ୍ଲୀ ଫୁଲ
ବାସ ଅମୂଲ ମୂଲ
ମନ ଲଗାଇ ପଢିଲେ ପାଠ ସମସ୍ତେ କହିବେ ଭଲ ।
*****

You may also like...