ମନ୍ଦାର

ଫୁଲ ବଗିଚାଟି ଭାରି ସୁନ୍ଦର
ଟଗର, ତରାଟ, ମଲ୍ଲୀ, ‘ମନ୍ଦାର’
ଧଳା, ନାଲି, ନେଳି ନାନା ଜାତିର
ଫୁଲେ ଫୁଲେ ଉଡି ବୁଲେ ଭଅଁର ।
ଫୁଲୁଁ ଫୁଲୁଁ ମଧୁ ନିଏ ସାଉଁଟି
ନିଜେ ନ ଖାଇଣ ଦିଅଇ ବାଣ୍ଟି ।
ମିଠା କଥା କହି ଆଦର ପାଅ
ବାଣ୍ଟିକୁଣ୍ଟି ସବୁ ଜିନିଷ ଖାଅ ||
*****

You may also like...