ଯୂଇ

ଫୁଲ ଫୁଟେ ‘ଯୂଇ'
ଆମେ ସବୁ ଭାଇ
କ୍ଷୀର ଯେବେ ଖାଇ ବସିବୁ ରଖବୁ ଗୋଟେ ଗାଈ
କଳି ଯଦି କରି ବସିବୁ ସଙ୍ଗେ ଥିବ ଭାଇ ।
ଯୂଇ ଫୁଲ ବାସ
ଚକା ପାରି ବସ
ସବୁବେଳେ ମୁହଁକୁ ତୋର କର ହସ ହସ
ଆଦରେ ସକଳେ ନେଇ ବସାଇବେ ପାଶ ।।
*****

You may also like...