ହରଗଉରୀ

ନାନା ରଙ୍ଗେ ଫୁଟେ ‘ହରଗଉରୀ’
ହର ପାର୍ବତୀଙ୍କ ଆଦର ଭାରି ।
ବରଷା ଋତୁର ପ୍ରିୟ କୁସୁମ
ଛିଟ ପାଟ ରଙ୍ଗେ ରଙ୍ଗେ ଉତ୍ତମ ।
ହାତେ କରି ରଙ୍ଗ କୁମାରୀ ଦଳ
କୁଁଆର ପରବେ ହୁଅନ୍ତି ମେଳ
ହର ପାର୍ବତୀଙ୍କ ଦର୍ଶନ ପାଇଁ
ହରଗୌରୀ ଫୁଲ ଚଢାଅ ନେଇ ।
*****

You may also like...