ସେବତୀ

ଯାଆନି ବାବୁରେ ହାତୀର କତି
ବାଗିଚାରେ ଫୁଟେ ଫୁଲ ‘ସେବତୀ’ ।
ଚାହାଳୀକୁ ଯିବୁ ନ କରି ଭିତି
ପଢି ବହୁ ପାଠ ରଖୁବୁ କୀର୍ତ୍ତି ।
*****

You may also like...