ରଜନୀଗନ୍ଧା

ରାତି ତ ରାତି ଅନ୍ଧାର ରାତି
ମନରେ କେବେ ନ କର ଭିତି ।
ରାତି କୁସୁମ ‘ରଜନୀଗନ୍ଧା'
ପାଠରେ ତୋ’ର ମନକୁ ବନ୍ଧା ।
ରାତିରେ ବାସ ଦିଏ ଛୁଟାଇ
ରଜନୀଗନ୍ଧା ନାମକୁ ବହି ।
ପାଠରେ ବାସ ଛୁଟାଇ ଦେଲେ
ଆଦର ସବୁ କରିବେ ପିଲେ ।
*****

You may also like...