ହେନା

ବଗିଚାର ଫୁଲ ‘ହେନା’
ନିଇତି ଖାଆ ଛେନା ।
ହେବୁନି ଜମା ଅସନା
ବାସ ଚହଟାଏ ହେନା ।
କାମେ କରିବୁନି ମନା
ଆଗକୁ ଆଗକୁ ଅନା ।
ପଢିଲେ ନ କରି ମନା
ନାଆଁ ରଖୁଯିବୁ ସିନା ।
*****

You may also like...