ମଧୁମାଳତୀ
ଫୁଟିଲେ ଫୁଲ ‘ମଧୁମାଳତୀ’ ବଗିଚା ଦିଶେ ସୁନ୍ଦର ଅତି । ଧଳା ଶାଢୀରେ ନାଲିଆ ଧଡି ମାଳତୀ ଲତା ଲଟାଏ ମାଡ଼ି । ପୁଅ ହାତକୁ ମାନଇ ଘଡି ଝିଅ ହାତକୁ ସୁନ୍ଦର ଚୂଡ଼ି । କୁନା ହାତରେ ସିଲଟ ଖଡ଼ି ପାଠ ପଢି ସେ ଚଢିବ ଗାଡ଼ି । *****
by ରାଜୀବ ବର୍ଦ୍ଧନ · 6th August 2023
ଫୁଟିଲେ ଫୁଲ ‘ମଧୁମାଳତୀ’ ବଗିଚା ଦିଶେ ସୁନ୍ଦର ଅତି । ଧଳା ଶାଢୀରେ ନାଲିଆ ଧଡି ମାଳତୀ ଲତା ଲଟାଏ ମାଡ଼ି । ପୁଅ ହାତକୁ ମାନଇ ଘଡି ଝିଅ ହାତକୁ ସୁନ୍ଦର ଚୂଡ଼ି । କୁନା ହାତରେ ସିଲଟ ଖଡ଼ି ପାଠ ପଢି ସେ ଚଢିବ ଗାଡ଼ି । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ