କମଳା

ଓଉ ଛ'ଫଡ଼ା
ସେଉ ଦି' ଫଡ଼ା
‘କମଳା'ର ଥାଏ ଅନେକ କୋଲା ।
ଓଉ ଖଟା
ସେଉ ମିଠା
କମଳା ରସ କରଇ ମୋଟା ।
*****

You may also like...