ଆମ୍ବ

ବଇଶାଖ ମାସେ ପାଛିଲା ଆମ୍ବ
ରୋଗୀ ପାଇଁ ଫଳ ସେଉ, ଡାଳିମ୍ବ ।
ଆମ୍ବରୁ ଆମ୍ବୁଲ, ଆଚାର ହୁଏ
ରୋଗୀର ପାଟିକୁ ସୁଆଦ ଦିଏ ।
ପାଚିଲା ଆମ୍ବରୁ ଦି’ପୁଞ୍ଜା ଖାଇ
ଭୋକ ମାରିଦିଏ ଗରିବ ଭାଇ ।
*****

You may also like...