କମଳା
ଓଉ ଛ'ଫଡ଼ା ସେଉ ଦି' ଫଡ଼ା ‘କମଳା'ର ଥାଏ ଅନେକ କୋଲା । ଓଉ ଖଟା ସେଉ ମିଠା କମଳା ରସ କରଇ ମୋଟା । *****
by ରାଜୀବ ବର୍ଦ୍ଧନ · 27th September 2023
ଓଉ ଛ'ଫଡ଼ା ସେଉ ଦି' ଫଡ଼ା ‘କମଳା'ର ଥାଏ ଅନେକ କୋଲା । ଓଉ ଖଟା ସେଉ ମିଠା କମଳା ରସ କରଇ ମୋଟା । *****
Tags: Odia Poetryଜାତି ଜାତିଜା ଫୂଲ ଓ ଫଳ